https://kanaknews.com/amit-shah-learning-bangla-language-for-upcoming-2021-election/
ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପି ଚାଣକ୍ୟଙ୍କ ପ୍ରସ୍ତୁତି । ୨୦୨୧ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବଙ୍ଗଳା ଶିଖୁଛନ୍ତି ଅମିତ ଶାହା ।